Home ଓଡ଼ିଶା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୁରୁବାର ସ୍ୱାସ୍ଥ୍ୟ କେନ୍ଦ୍ର ସମିଳନୀ କକ୍ଷରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି l ସ୍ୱାସ୍ଥ୍ୟ କେନ୍ଦ୍ରର ଉପ ଅଧିକ୍ଷକ ଡା ତୁଷାର ରଞ୍ଜନ ବାରିକ ଅଧକ୍ଷତା କରିଥିଲେ l ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଡା ଲୋକନାଥ ସାହୁ ମାନସିକ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧିକୁ ପ୍ରୋତ୍ସାହିତ କରିବାପାଇଁ ଆନ୍ତର୍ଜାତୀୟ ଅଭିଯାନର ଏକ ଅଂଶ ଭାବେ ପ୍ରତିବର୍ଷ ଅକଟୋବର 10ରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନକରାଯାଏ l ଏବଂ ଏବର୍ଷର ବିଷୟବସ୍ତୁ “କର୍ମ କ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟର ପ୍ରାଥମିକତା ” ଉପରେ ଉପସ୍ଥିତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଜେନେସିସ ନର୍ସିଙ୍ଗ କଲେଜ ର ଛାତ୍ରୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନଙ୍କୁ ବୁଝାଇ ଥିଲେ l ସ୍ୱାସ୍ଥ୍ୟ କେନ୍ଦ୍ର ପିଏଚଓ ଭବାନୀ ଶଙ୍କର ହାଲଦାର ଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ନର୍ସିଙ୍ଗ ଅଫିସର ତପସ୍ୱିନୀ ବସ୍ତିଆ, ସୁକାନ୍ତ ବେହେରା ସୁଚିତ୍ରା ସେଠୀ, ସୁରେଶ କୁମାର ଦାସ, ଦୀପା ଘଡେଇ, ଗୀତାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ଥିଲେ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ by Proprietor Abhimanyu Maharana May 1, 2026 ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା by Proprietor Abhimanyu Maharana May 1, 2026 ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ by Proprietor Abhimanyu Maharana May 1, 2026 ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା by Proprietor Abhimanyu Maharana May 1, 2026 ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ by Proprietor Abhimanyu Maharana May 1, 2026 Odisha Society of UK Celebrates Seventh Utkal Dibas by Proprietor Abhimanyu Maharana May 1, 2026