୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମ ଆନୁକୂଲ୍ୟରେ କୋଲକାତାସ୍ଥ ମୋଇନା ସେବା ଫାଉଣ୍ଡେସନ ସହାୟତାରେ ଖଣ୍ଡପଡା ବ୍ଲକ୍ କଣ୍ଟିଲୋ ନିକଟସ୍ଥ ମାରଡ଼ା କେନ୍ଦୁପଲ୍ଲୀ ଗ୍ରାମରେ ପ୍ରତିଷ୍ଠିତ “ମା’ ସାରଦା ସେବାଶ୍ରମ”ରେ ଏକ ପୋଷାକ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

