୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ୍ ରେନୂତନ ବିଡ଼ିଓ ଭାବେ ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା ଯୋଗ ଦେଇଛନ୍ତି । ମାହାଙ୍ଗା ବ୍ଲକ୍ ଆସିବା ପୂର୍ବରୁ ଶ୍ରୀଯୁକ୍ତ ସନ୍ତୋଷ ଜେନ ମହୋଦୟ ଓଡ଼ିଶା ର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍ ରେ କାର୍ଯ୍ୟ କରୁଥିଲେ । ମାହାଙ୍ଗା ରେ ନୂତନ ବିଡ଼ିଓ ଯୋଗା ଦେଲା ପରେ ମାହାଙ୍ଗା ବ୍ଲକ୍ ର ଅଧ୍ୟକ୍ଷା ଦିପା ମଲ୍ଲିକ , ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମହାନ୍ତି ,

