୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ରୟାଲ ପ୍ଲବିକ୍ ସ୍କୁଲ ଦ୍ବାରା ଆନ୍ତଃ ସ୍କୁଲ ଲୋକନୃତ୍ୟ ପ୍ରତିଯୋଗିତା ଓ ଦାଣ୍ଡିଆ ନାଇଟ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୫ଟି ସ୍କୁଲରୁ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ଶ୍ରୀଯୁକ୍ତ ଥଙ୍ଗ୍ ଖୋଲେଟ୍ ମାଟେ (ଭୁବନେଶ୍ଵର ସିବିଏସ୍ର ମିଳିତ ଯୁଗ୍ମ ସଚିବ) ଭାବେ ଯୋଗଦେଇ ଲୋକନୃତ୍ୟର ମହତ୍ଵ ବିଷୟରେ ଅଭିଭାଷଣ ଦେଇଥିଲେ ।
