୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶନିବାର ନଳିନୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନ ସଭାରେ ଉଦ୍ଘାଟକ ଭାବେ ସରପଞ୍ଚ ପର୍ଭେଜ ଅହମ୍ମଦ ଯୋଗ ଦେଇଥିବାବେଳେ ସଭାପତିତ୍ୱ କରିଥିଲେ ବ୍ଲକ ଶିକ୍ଷା ଅଧିକାରିଣୀ ସୌଦାମିନୀ ମହାପାତ୍ର, ସହକାରୀ ଶିକ୍ଷା ଅଧିକାରୀ ପ୍ରକାଶ ଦାଶ ଙ୍କ ତତ୍ୱlବଧାନରେ ଆୟୋଜିତ ସଭାରେ ସମ୍ମାନିତ ଅତିଥିତି ଭାବେ ସମିତି ସଭ୍ୟ ସଂପୂର୍ଣ୍ଣାନନ୍ଦ ମିଶ୍ର, ଏବିଇଓ ରଞ୍ଜନା ଦାସ, ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ମହାନ୍ତି, ମୋ ସ୍କୁଲ ସଭାପତି ସୀତାଂଶୁ ରାୟ, ପ୍ରମୁଖ ଯୋଗଦେଇଥିଲେ l

