୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁର :-> ଶ୍ରୀଲୋକନାଥ ମନ୍ଦିର ଓଡିଶା ର ସର୍ବ ପୁରାତନ ମନ୍ଦିର | ଶ୍ରୀଜଗନ୍ନାଥ ମନ୍ଦିର ସହ ଶ୍ରୀ ଲୋକନାଥ ମନ୍ଦିର ର ସମ୍ପର୍କ ରହିଛି | ଏହି ମନ୍ଦିରଟି ଏଣ୍ଡୋମେଣ୍ଟ ବିଭାଗ ରେ ରହିଥିବାରୁ ଏହାର ଉନ୍ନତି ଠିକଭାବେ ହେଉନାହିଁ | ମନ୍ଦିରର ଉନ୍ନତି ପାଇଁ ୨୮ କୋଟି ଟଙ୍କା ମଂଜୁର ହେଇଥିବା ବେଳେ କାମରେ ସେମିତି ଜତ୍ପରତା ଦେଖାଯାଉନାହିଁ | ୧୭ ଏକର ଜାଗାରେ ଲୋକନାଥ ମନ୍ଦିର ପରିସର ରହିଛି | ଏହା ପୂର୍ବରୁ ମଧ୍ୟ ଅଧିକ ଥୁଲା,କାଳକ୍ରମେ ଏହି ମନ୍ଦିର ୧୭ ଏକର ରେ ଏବେ ସୀମିତ ରହିଛି |. ମନ୍ଦିର ପ୍ରଶାସନ ରୁ ସେମିତି କି କିଛି ବିଶେଷ ସୁବିଧା ୪୦୦ ସେବାୟତପରିବାର ପାଉନାହାନ୍ତି | ସେବାୟତମାନଙ୍କ ମନରେ ଅନେକ ଅସନ୍ତୋଷ ରହିଛି | ଓ ବି ସି ସି ଯୋଉ କାମନେଇଛି, ଆଶ୍ଚର୍ଯ୍ୟ ସେ ଏମିତି ପ୍ଲାନ ରେ କେମିତି କାମ କରୁଛନ୍ତି | ନାଳ ଉପରେ ଠାକୁର କିପରି ବିଜେ କରିବେ | ଆଶ୍ଚର୍ଯ୍ୟ ଲାଗୁଚି ନାଳ ଆବଶ୍ୟକ ରହିଛି |
