୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କଚେରୀ ପଡିଆ ଠାରେ ବାଙ୍କୀ ମହୋତ୍ସବ ଉପଲକ୍ଷେ ବାଙ୍କୀ ପ୍ରଶାସନ ଏକାଦଶ ଓ ବାଙ୍କୀ ମହୋତ୍ସବ ଏକାଦଶଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଙ୍କୀ ମହୋତ୍ସବ ଏକାଦଶ ଦଳ ବାଙ୍କୀ ପ୍ରଶାସନ ଏକାଦଶ ଦଳକୁ ୩-୧ ଗୋଲରେ ପରାଜିତ କରି ମହୋତ୍ସବରେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି । ବାଙ୍କୀ ପ୍ରଶାସନ ଏକାଦଶ ପକ୍ଷରୁ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଦୁର୍ଯ୍ୟୋଧନ ବେହେରା,
