୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମୌସୁମୀ ଋତୁ ଭାରତର ଏକ ବହୁ ପ୍ରତିକ୍ଷୀତ ଋତୁ ଅଟେ କାରଣ ଏହା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । କିନ୍ତୁ ସତେଜତାର ଗୁଣ ସହିତ ଏହା ନିଜ ସହ ଅନେକ ରୋଗ ମଧ୍ୟ ଆଣିଥାଏ ଯାହା ବିଶେଷ କରି ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଅଧିକ ଦେଖା ଦେଇଥାଏ । ମୌସୁମୀ ସମୟରେ ଜୀବାଣୁ ସହ ଲଢିବା ପାଇଁ ଶତାବ୍ଦୀ ପୁରୁଣା ଆୟୁର୍ବେଦିକ ବିଜ୍ଞାନ ସଠିକ ଔଷଧ ଭାବେ କାର୍ଯ୍ୟ କରିଥାଏ ।
