
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଭୁବନେଶ୍ଵର ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସାଇ ଆରାଧନା ଡ୍ୟାନ୍ସ ଆକାଡେମି ର ବାର୍ଷିକ ଉତ୍ସବ ଅବସରରେ ଏକ ଦିବସୀୟ ନୃତ୍ୟଉତ୍ସବ ନୃତ୍ୟ ମୋହିନୀ ୨୦୨୪ ଅକ୍ଟୋବର ୬ ତାରିଖରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟନ ଉତ୍ସବ ଅତିଥି ଭାବେ ବିଶ୍ୱ ଓଡ଼ିଶା ସମାଜ ର ଅଧ୍ୟକ୍ଷ ଶ୍ରୀ କିଶୋର ଦ୍ବିବେଦୀ, ଚାର୍ଟେଡ୍ ଆକାଉଣ୍ଟାଣ୍ଟ ଶ୍ରୀ ରମେଶ ଚନ୍ଦ୍ର ଦାସ, ଆଇ ଆଇ ସି ଏ ଟି ର ସଭାପତି ଡ ଉପେନ୍ଦ୍ର ଶର୍ମା, ବିଶିଷ୍ଟ ଶିକ୍ଷାବିତ୍ ତଥା ମହିଳା ସାମାଜିକ ଓ ଅର୍ଥନୈତିକ କାଉନସିଲର ସମ୍ପାଦିକା ନିବେଦିତା ଶତପଥୀ,

