୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ସଂଗଠନ ‘ ଦ ସେବକ ‘ ପକ୍ଷରୁ ମେଘା ସଫେଇ କାର୍ଯ୍ୟକ୍ରମ ସହିତ ଶତାଧିକ ତାଳ ଗଛ ରୋପଣ କରାଯାଇଛି l ରବିବାର ସକାଳୁ ସଂଗଠନ ର ଶତାଧିକ ସ୍ବେଛାସେବୀଙ୍କ ଦ୍ୱାରା ନିକଟସ୍ତ ବନଖଣ୍ଡି ପଞ୍ଚାୟତର ମୂର୍କୁଣ୍ଡି ଗ୍ରାମର ମା ମଙ୍ଗଳା ମନ୍ଦିର ଚତଃପାଶ୍ୱର୍ରେ ସଫେଇ କାର୍ଯ୍ୟକ୍ରମ କରିବାପରେ l

