
୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜଧାନୀର ମଧ୍ୟ ଭାଗରେ ଥିବା ହୋଟେଲ ମେ ଫେୟାର ରେ ୬ ଅକ୍ଟୋବର ରୁ ୧୩ ପର୍ଯ୍ୟନ୍ତ ବିରାଟ ଦାଣ୍ଡିଆ ରାସ୍ ଆୟୋଜନ ହୋଇଛି ଯାହା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଇଭେଣ୍ଟ ମ୍ୟାନେଜର ସରୋଜ ମାଲିଆ ଜଣାଇଛନ୍ତି l ମେ ଫେୟାର ହୋଟେଲ ସହିତ ଏଣ୍ଟରଟେନ୍ ଇଭେଣ୍ଟ ର ମିଳିତ ସହଯୋଗରେ ଏହି ବିରାଟ ଦାଣ୍ଡିଆ ରାସ୍ ଆୟୋଜନ କରାଯାଇଛି l ଓଲିଉଡ଼ ତଥା ବଲିଉଡ ର ସେଲିବ୍ରିଟି ମାନେ ଏହି ଦାଣ୍ଡିଆ ରାସ୍ ରେ ଯୋଗଦେବେ l

