୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପିଏମ କିଶାନ ଉତ୍ସବ ଦିବସ ପାଳିତ ହୋଇଥିଲା।ଓ୍ବେବ କାଷ୍ଟିଂ ମାଧ୍ୟମରେ ପ୍ରଦର୍ଶିତ ଏହି କାର୍ଯ୍ୟକ୍ରମ ରେ ମହାରାଷ୍ଟ୍ରର ଓ୍ୱାସିମ ରୁ ପିଏମ କିଶାନ ର ୧୮ ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିବା ସହ କୃଷି ଓ କୃଷକ ର ଉନ୍ନତି ରେ ଏହି ଅର୍ଥ ସହାୟତା ପ୍ରଦାନ କରିବ ବୋଲି କହିଥିଲେ ।

