ସ୍ବାର୍ଥବାଦୀ ନେତା ଙ୍କ ବାର ଦୁଆର ଭ୍ରମଣ l
ପୂର୍ବରୁ ସେ ଥରେ ବିଜେଡ଼ି ରୁ ଇସ୍ତଫା ଦେଇଥିଲେ l
ବିଜେଡ଼ି ରେ ଅଣଦେଖା ନୁହେଁ ଅର୍ଥ ମିଳିଲା ନାହିଁ ବୋଲି ବିଜେଡ଼ି ଛାଡିଥିବା କର୍ମୀମାନେ କହୁଛନ୍ତି ।
୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ବିଜେଡ଼ି ରେ ଥିବା ଦଶପଲ୍ଲା ଏନ୍ ଏ ସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ କିଛି ଦିନତଳେ ବିଜେଡ଼ି ଛାଡ଼ି ବିଜେପି ରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ଥରେ ବିଜେଡ଼ି ରୁ ଇସ୍ତଫା ଦେଇଥିଲେ । ବିଜେଡ଼ି ରୁ ଇସ୍ତଫା ଦେଇ ବିଜେପି ରେ ଯୋଗଦେବା ପରେ ବିଜେପି ରେ ରାହୁ ପ୍ରବେଶ କଲା ବୋଲି ଦଳରେ ରାହୁ ଭଳି ଅନେକ ନେତାଙ୍କ ପ୍ରବେଶ ବୋଲି ବିଜେପି କର୍ମୀ ମାନଙ୍କ ମଧ୍ୟରେ ଆଲୋଚନା ଓ ଜନ ସାଧାରଣ ରେ ଚର୍ଚ୍ଚା ଚାଲିଛି ।
