Home ଓଡ଼ିଶା ବିଡିଓ ଙ୍କୁ ଦାବିପତ୍ର ନେଇ ମହିଳା ସଂଗଠନ ଘେରିଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ବିଜାତଳା ବ୍ଲକ ଅନ୍ତଗତ ବଡ଼ଝରଣ ପଂଚାୟତ ଆମ୍ବଡିହା ଗ୍ରାମ ର SHG ମହିଳା ମାନେ ବିଜାତଳା ବିଡିଓ ବଂଶୀଧର ଖୋସାଲl ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l ସୂଚନା ଥାଉକି ଯେଗାଁ ରେ ୩ଟି ନଳକୂପ ଅଛି । ଦୁଇଟି ନଳକୂପ ସଂପୂର୍ଣ୍ଣ ଅଚଳ ଏବଂ ଗୋଟିଏ ନଳକୂପ ରେ ଗୋଳିଆ ପାଣି ବାହାରୁଛି । ଏଭଳି ପରିସ୍ଥିତି ଗାଁ ଲୋକେ ଏକ ପଥର କୂଅ ରୁ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ସେମାନେ ବିଭିନ୍ନ ରୋଗର ଶୀକାର ହେଉଛନ୍ତି । ଗାଁ ରେ ବିଶୁଦ୍ଧ ପାଣି ପାଇଁ ବସୁଧା ପାଣି ଟାଙ୍କି ବ୍ୟବସ୍ଥl ଏବଂ ଆମ ନବୀନ ଆମ ଓଡିଶା ଯୋଜନା ରେ ପୂର୍ବ ସରକାର ଜନସାଧାରଣ ଙ୍କ ଯାତାୟାତ ର ସୁବିଧା ନିମନ୍ତେ ଗ୍ରାମାଞ୍ଚଳ ରେ ପ୍ରତି ଛକ ରେ ବସ୍ ଷ୍ଟାଣ୍ଡ ନିର୍ମାଣ କରି ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ କରି ଥିଲେ ମାତ୍ର ସେଥି ମଧ୍ୟରୁଆମ୍ବଡିହା ଛକ ଠାରେ ମଂଜୁର ହୋଇ ନିର୍ମାଣ ହେବାକୁ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ କୁ ବ୍ଲକ ପ୍ରଶାସନ କାମ କୁ ବନ୍ଦ ରଖିଥିବାରୁ ଏହାକୁ ପୁନଃକାର୍ଯ୍ୟ ପାଇଁ ଲିଖିତ ଦାବି ପତ୍ର ଦେଇ ଆଜି ସ୍ୱୟଂ ସହାୟକ ମହିଳା ମାନେ ବ୍ଲକ ଘେରାଉ କରଥିଲେ l Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026