୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ମାଆ ଜଗତ ଜନନୀଙ୍କ ନବରାତ୍ର ପୂଜାର ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା, ମା’ବରାଳ ଦେବୀ ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ନବରାତ୍ର ପୂଜା ଚାଲିଛି l ଶୁକ୍ରବାର ଦ୍ୱିତୀୟ ଦିନରେ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଛି ।

