ପଞ୍ଚାୟତ ମାନଙ୍କରେ ମାଣ୍ଡିଆ ନେଇଥିବା ମ୍ୟାକ୍ସ୍ ପିକ୍ ଅଫ୍ ରାଜ ରାସ୍ତାରେ ଘାଡି ହଟକି ହୋଇ ଯାତ୍ରୀମାନଙ୍କ ନେଇ ଦୁଃଖିତ

ରାସ୍ତାରେ ନାହିଁ ନ ଥିବା ଅସୁବିଧା ଯାତ୍ରୀମାନଙ୍କ ମଧ୍ଯ ରେ ମୂଖ୍ଯତଃ ରାସ୍ତାରେ ଘାଡି ହଟକି ଖରାପ ହୋଇ ଚଲା ପଥ ପ୍ରାନ୍ତର ଠାରୁ ଆରମ୍ଭ କରି ଦୁଇ ଚକିଆ ଯାହାନ,ଚାରି ଚକିଆ ଯାହାନ,କାମ ଦାମରୁ ଆସୁଥିବା ଲୋକମାନଙ୍କୁ, ଗୋରୁ ଗାଈ ଇତ୍ୟାଦି ଯିବା ଆସିବା ବହୁତ ସମସ୍ୟାର ଆଶଙ୍କା ଦେଖା ଦେଇଥିବା ଜଣାପଡୁଛି। ଘାଡି ମୁଖ୍ଯତଃ ଟ୍ୟାୟର୍ କାଡି ଘାଡିର ମରାମତି ମଧ୍ୟରେ ଯାତ୍ରୀମାନଙ୍କୁ ଅସୁବିଧା ନେଇ ଦୁଃଖିତ।
Related Content
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା
by
Proprietor Abhimanyu Maharana
July 24, 2026
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
by
Proprietor Abhimanyu Maharana
July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ
by
Proprietor Abhimanyu Maharana
July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ
by
Proprietor Abhimanyu Maharana
July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
by
Proprietor Abhimanyu Maharana
July 23, 2026