ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱ ରେ ; ତିନି ଜଣ ପ୍ଲାଜମା ଦାନ କରିଛନ୍ତି

ଓଡିଶା ତାଜା ନ୍ୟୁଜ୍ (୧ ଅଗଷ୍ଟ ସୋମବାର) ରିପୋର୍ଟ/ଅଭିମନ୍ୟୁ ମହାରଣା, ଭୁବନେଶ୍ୱର :- ଆଜି ତା ୧୭.୮.୨୦୨୦ ରିଖ ସୋମବାର ଦିବା ୨ଘଟିକା ସମୟ ରେ ଓଡି଼ଶା ର ମାନ୍ୟବର ଉଚ୍ଚଶିକ୍ଷା ବିଭାଗ,କ୍ରୁଷି ଓ କ୍ରୁଷକ ଶସକ୍ତି କରଣ ବିଭାଗ,ମତ୍ସ ଏବଂ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ କଂ ଉପସ୍ଥିତି ରେ ଭାପୁର ବ୍ଲକ୍ ର ଚକ୍ରଧର ପ୍ରସାଦ ଗ୍ରାମ ର ୨ ଜଣ ବ୍ୟକ୍ତି ଏବଂ ବାଇଗୁଣିଆ ଗ୍ରାମ ର ‍୧ ଜଣ ବ୍ୟକ୍ତି ସର୍ବମୋଟ ୩ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି

Exit mobile version