୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଗାନ୍ଧିଙ୍କ ବିଚାରକୁ ନେଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ବାଙ୍କୀ ଅଦାଲତ ପରିସରରେ ଉତ୍ସାହ ଓ ଆବେଗ ସହ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ତାଲୁକ୍ ଆଇନ୍ ସେବାକମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁଧିର କୁମାର ମିଶ୍ର ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନିଜେ ଝାଡୁ ଧରି ଅଦାଲତ ପରିସର ସଫେଇ ଆରମ୍ଭ କରିଥିଲେ ।
