୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଗଣେଶ ପୂଜା ଠାରୁ ଆରମ୍ଭ ହୋଇଛି ପାର୍ବଣ ରୁତୁ । ଏହି ଶାରଦୀୟ ଦୂର୍ଗାପୂଜା ଆସନ୍ତା ୯ ତାରିଖ ଷଷ୍ଠୀରୁ ଆରମ୍ଭ ହୋଇ ୧୩ ତାରିଖ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୧୪ ତାରିଖରେ କଟକ ସହରରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଥିବାରୁ । କଟକ ସଦର , ବାରଙ୍ଗ ଏବଂ ୪୨ ମୌଜା ଥାନା ଅଞ୍ଚଳରେ ହୋଇଥିବା ହରପାର୍ବତୀ, ଦୂର୍ଗା ମେଢ଼ ଗୁଡିକ ୧୫ ତାରିଖ ମଙ୍ଗଳବାର ଦିନ ଭଷାଣୀ କରାଯିବ । ଏନେଇ ଗୁରୁବାର ସନ୍ଧ୍ୟାର କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ,

