୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରାଜ୍ୟ ବିଜେଡି ସଭାପତି ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେଶକ୍ରମେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବିଜେଡି ସଭାପତି ସଚିକାନ୍ତ ଷଡ଼ଙ୍ଗୀ ଓ ରଣପୁର ଏନ ଏ ସି ଅଧକ୍ଷା ରଙ୍ଗୀନ ମହାନ୍ତିଙ୍କ ମିଳିତ ଆବାହକତ୍ୱରେ ରଣପୁର ମଣିନାଗ ମନ୍ଦିର କଲ୍ୟାଣ ମଣ୍ଡପଠାରେ ରଣପୁର ବ୍ଲକ ବିଜେଡି ଦଳ ପକ୍ଷରୁ ଗାଁକୁ ଚାଲ ଅଭିଯାନ ଶୁଭାରମ୍ଭ ଓ ଗାନ୍ଧୀ ଶାସ୍ତ୍ରୀ ଜୟନୀ ପାଳିତ ହୋଇଯାଇଛି !

