ଭୁବନେଶ୍ଵର ମହାନଗର ନିଗମର ଅସ୍ଥାୟୀ କର୍ମପ୍ତରୀ ସଙ୍ଘ : ୮ଦଫା ଦାବୀ ନେଇ ବି.ଏମ୍.ସି.କୁ ଦାବୀପତ୍ର 

୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> କମିଶନର ଭୁବନେଶ୍ୱର ମହାନଗର ନିଗମ ସମ୍ମାନନୀୟ ମେୟର, ଭୁବନେଶ୍ଵର । ଆମ୍ଭମାନଙ୍କର ଦୀର୍ଘ ଦିନର ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଆପଣଙ୍କ ନିକଟରେ ଆମ୍ଭମାନଙ୍କର ନିମ୍ନଲିଖିତ ଦାବୀ ଗୁଡିକୁ ଉପସ୍ଥାପନା କରୁଅଛୁ ।

୧. ବି.ଏମ.ସି. ଅଧୁନରେ ବହୁ ଦିନ ଧରି କାର୍ଯ୍ୟକାରି ଆସୁଥବା ସମସ୍ତ ସି.ଏଲ.ଆର. କର୍ମରୀମାନଙ୍କୁ ରେଗୁଲାର କରାଯାଇ ସମାନ କାମକୁ ସମାନ ଦରମା ଲାଗୁ କରାଯାଉ ।

୨. ବାଜି ଥିବା ଇ.ପି.ଏଫ. ଟଙ୍କାକୁ ଖୁବ କମ୍ ସମୟ ମଧ୍ୟରେ ପଇଠ କରାଯାଉ ।

୩. ଆଓ୍ବାର ଲ୍ୟାଣ୍ଡରେ କାମ କରୁଥିବା ସମସ୍ତ କର୍ମଋରୀମାନଙ୍କର ୨ ବର୍ଷର ଇ.ଏସ.ଆଇ. ବକେୟା ପ୍ରଦାନ କରାଯଉଁ

୪. ଲ.ପି.ଏଫ୍.ର ନାଲାନ୍ ଜାଣିବାର ସୁବ୍ୟବସ୍ଥା କରାଯାଉ ।

୫. ଠିକା ସଂସ୍ଥାରେ କାର୍ଯ୍ୟକରୁଥିବା କର୍ମପ୍ଟରୀମାନଙ୍କୁ ୫୮ ବର୍ଷରେ ଅବସର ପରେ ତାଙ୍କର ଗ୍ରାଚୁଇଟି ସହିତ ସମସ୍ତ ପ୍ରାପ୍ୟ ଶିଘ୍ର ଦିଆଯାଉ ।

୬. ଠିକା କର୍ମୟରାମାନଙ୍କର ପୂଜା ବୋନସ୍ ବାବଦକୁ ଏକ ମାସର ଦରମା ଦିଆଯାଉ । ୭. ସମସ୍ତ କର୍ମଋରୀ ମାନଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ସାବୁନ, ଗ୍ଲୋବସ୍ ଓ ମାସ୍କ ଦିଆଯାଇ ।

୮. ଠିକା କର୍ମରୀମାନଙ୍କୁ ତାଙ୍କ ମାସକ ଦରମାର ସ୍କ୍ରିପ୍ (ପେ ସ୍) ଦିଆଯାଉ । ଏଣୁ ଆମ୍ଭମାନଙ୍କର ଏହି ଦାବୀ ପାଇଁ ଆମ୍ଭେମାନେ ତା୦୩ ୧୦, ୨୦୨୪ ରିଖ ଗୁରୁବାର. 

ଦିନ ଦିବା ଘ୧୦.୩୦ ମିନିଟ୍ ସମୟରେ ରାମମନ୍ଦିର ଛକ ଠାରୁ ବିଶାଳ ଶୋଭାଯାତ୍ରା ବାହାରି ବି.ଏମ.ସି. ଅଫିସ୍ ପର୍ଯ୍ୟନ୍ତ ଯିବ ଏବଂ ସେଠାରେ ଆନ୍ତମାନଙ୍କର ଦାବୀପତ୍ର ଦିଆଯିବ । ସଭାପତି- ଗୁରୁବାରି ନାୟକ, ସମ୍ପାଦକ-ଶହଦେବ ନାୟକ ଏହାର ଏକକିତା ନକଲ ମାନ୍ୟବର ଡେପୁଟି କମିଶନର ପୋଲିସଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଗଲା ।

 

Exit mobile version