ଗାନ୍ଧୀ ଜୟନ୍ତୀ ରୁ ବିଜେଡିର ଜନ ସମ୍ପର୍କ ଶିବିର, ବସିଆପଡାରୁ ଆରମ୍ଭ

ଏଣୁ ବିଜୁ ଜନତା ଦଳ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ପଂଚାୟତ ସଭାପତି ଯୁବ ଛାତ୍ର ସଭାପତି/ମହିଳା ସଭାପତି ବରିଷ୍ଠ କର୍ମକର୍ତ୍ତା ସମସ୍ତ କର୍ମୀ ଭାଇ ଭଉଣୀ ତଥା ଦଳ ର ଶୁଭେଛୁ ସମସ୍ତ ଙ୍କୁ ଅନୁରୋଧ ବସିଅପଡା ଗ୍ରାମ ରେ ପହଂଚି ପଦଯାତ୍ରା ରେ ନିଜେ ସାମିଲ ହୁଅନ୍ତୁ ଓ ନିଜ ଗ୍ରାମ ପଚାୟତ ର କର୍ମୀ ମାନଙ୍କୁ ସାମିଲ ପାଇଁ ପଦକ୍ଷେପ ନିଅନ୍ତୁ l
Related Content
ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର
by
Proprietor Abhimanyu Maharana
July 24, 2026
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା
by
Proprietor Abhimanyu Maharana
July 24, 2026
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
by
Proprietor Abhimanyu Maharana
July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ
by
Proprietor Abhimanyu Maharana
July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ
by
Proprietor Abhimanyu Maharana
July 23, 2026