୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦା ସହରରେ ୬୪ଟି କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇଛି. ସାଧାରଣତ ସହରର ଛକମାନଙ୍କରେ ଯେଉଁଯାଗାରେ ଟ୍ରାଫିକ ସମସ୍ୟା ତଥା ଦୁର୍ଘଟଣା ଅଧିକ ହୁଏ । ଏତଦ ବ୍ୟତିତ ମେଡିକାଲ,ପୋଲିସ ଷ୍ଟେସନ,ଶିକ୍ଷ୍ୟାନୁଷ୍ଠାନର ଆଖପାଖ,ତଥା ଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଏହାର ବ୍ୟବହାର ପୁରୁତ୍ଵ ପୂର୍ଣ୍ଣ ରହିଛି । ଏହାଦ୍ଵାରା ଘଟିଥିବା କୌଣସି ଘଟଣା ବା ଦୁର୍ଘଟଣାକୁ ଏହି ସିସିଟିଭି ଫୁଟେଜ ଜାଞ୍ଜ ଦ୍ଵାରାଜାଣିହେବ। କୌଣସି ଅପରାଧିକ କାର୍ଯ୍ୟକଳାପକୁ ମଧ୍ୟ ଏହା ଦ୍ଵାରା ନିୟତ୍ରଣ କରାଯାଇପାରିବ,

