ସ୍ବେଛାକୃତ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ

ଓଡିଶା ତାଜା ନ୍ୟୁଜ୍ (୧ ଅଗଷ୍ଟ ସୋମବାର) ନୟାଗଡ :- ଜୀବନବିନ୍ଦୁ ରକ୍ତଦାନ ଶିବିର ନୟାଗଡ଼ ନିର୍ବାଚନ ମଣ୍ଡଳୀ କୋଭିଡ-୧୯ ସମୟରେ ଅପ୍ରେଲ ରୁ ଅଗଷ୍ଟ ମଧ୍ୟରେ ସମୁଦାୟ ୧୧୯୦ ୟୁନିଟ (ଅଗଷ୍ଟ ୯ରୁ୧୫ ଭିତରେ ୩୫୭ ୟୁନିଟ ଅନ୍ତର୍ଭୁକ୍ତ) ରକ୍ତ ସଂଗୃହୀତ । ସମସ୍ତ ରକ୍ତଦାତା ଏବଂ ସ୍ବେଚ୍ଛାସେବୀ ମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ । (ରିପୋର୍ଟ- ରାମକୃଷ୍ଣ ରଥ)

Exit mobile version