୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ଵ୍ଲକର ଜାତୀୟ ରାଜପଥ ୫୭ରୁ ଖମାରସାହୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକ ଵାଘୁଆଵେରେଣୀ ମଧ୍ଯ ଦେଇ ସାରେଣୀଗଣ୍ଡା ପର୍ଯ୍ଯନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାକୁ କେତେକ ଖଳ ପ୍ରକୃତିର ଲୋକ ଜଵର ଦଖଲ କରିରଖିଥିବାରୁ ଵିଭିନ୍ନ ସମୟରେ ଯାନଵାହନ ଯାତାୟତରେ ଗୁରୁତର ସମସ୍ଯା ଉପୁଜିଵା ସହ ,

