
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଗତ କିଛିଦିନ ତଳେ ନୟାଗଡ଼ରେ ମୋବାଇଲ ମେଳା କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ଥିବା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଆଜି ଦଶପଲ୍ଲା ଥାନା ପରିସରରେ ଏକ ବାଇକ୍ ଓ ମୋବାଇଲ ମେଳା ଆୟୋଜନ କରିଥିଲେ । ଏହି ମେଳା ଏକ ସାଧାରଣ ମେଳା ନୁହେଁ , ଏହି ମେଳା ନୟାଗଡ଼ ପୋଲିସ ତରଫରୁ କରାଯାଇଥିବା ମୋବାଇଲ ଓ ବାଇକ୍ ମେଳା ।

