ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ବଲାଙ୍ଗୀର ଜିଲ୍ଲା ଶାଖା ପକ୍ଷରୁ ନୂଆଖାଇ ଭେଟ୍ ଘାଟ ଏବଂ କଳା ମହୋତ୍ସବ ସମାରୋହ

କଳାକରଙ୍କୁ ମାସକୁ କଳାକାର ସହାୟତା ରାଶି ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କଳାକାର ଭତା ଏବଂ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ ସମେତ ସେମାନଙ୍କୁ ବାସଗୃହ ଯୋଗାଇ ଦେବାକୁ ଉକ୍ତ ଉତ୍ସଵରେ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହି ଉତ୍ସଵର ଶ୍ରୀଯୁକ୍ତ ଶ୍ରୀଦୀନବନ୍ଧୁ ବଗର୍ତ୍ତି ମଞ୍ଚ ପରିଚାଳନ କରିଥିଲେ l
Related Content
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ
by
Proprietor Abhimanyu Maharana
May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା
by
Proprietor Abhimanyu Maharana
May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ
by
Proprietor Abhimanyu Maharana
May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା
by
Proprietor Abhimanyu Maharana
May 1, 2026
ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ
by
Proprietor Abhimanyu Maharana
May 1, 2026
Odisha Society of UK Celebrates Seventh Utkal Dibas
by
Proprietor Abhimanyu Maharana
May 1, 2026