୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଭଳି ଅଗ୍ନି ଵର୍ଷୀ କବିତା ର ସ୍ରଷ୍ଟା, ନିଆଁ ଖୁଣ୍ଟା ପତ୍ରିକା ର ସମ୍ପାଦକ ଗୋଦାବରୀଶ ମହାପାତ୍ର ଙ୍କ ୧୨୬ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ, ଚିଲିକା ସାହିତ୍ୟ ସମାଜ ଓ ଵାଣପୁର ପଞ୍ଚାୟତ ସମିତି ର ମିଳିତ ଆନୁକୂଲ୍ୟରେ ବାଣପୁର ସ୍ଥିତ ଶହୀଦ କ୍ରୃତ୍ତିଵାସ ଭଵନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଭବ୍ୟ ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ,
