୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲାର ସୀମାଵର୍ତ୍ତୀ ପଡ଼ିଆ ବ୍ଲକରେ ନୂତନ ଭାବେ ନିର୍ମିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉଦଘାଟନ କରିଛନ୍ତି । ଏଥିପାଇଁ ସକାଳୁ ନୂତନ ମେଡିକାଲ କୋଠାକୁ ସୁସଜ୍ଜିତ କରାଯିବ ସହ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ, କର୍ମଚାରୀ ଓ ଆଶା ଦିଦିଙ୍କ ଭିଡ ଦେଖିବାକୁ ମିଳିଥିଲା ।

