Home ଓଡ଼ିଶା ରାଜ୍ୟ ସରକାର ଆଇପିଏସ୍ ଅଫିସର୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟ ସରକାର ଆଇପିଏସ୍ ଅଫିସର୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଆଜି ଏ ନେଇ ଘରୋଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କଟକ -ଭୁବନେଶ୍ୱର ପୋଲିସ କମିଶନର ସମେତ ଦୁଇ ସହରର ଡିସିପିଙ୍କୁ ବି ବଦଳୀ କରାଯାଇଛି। ଏଥିସହିତ ବିଭିନ୍ନ ଜିଲ୍ଲାର ଏସ୍ପିମାନଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧) ଅରୁଣ କୁମାର ରାୟ – (ଥିଲେ) ପ୍ରଣ୍ଟଣ୍ଟିଂ, ଷ୍ଟେସ୍ନାରି ଏବଂ ପବ୍ଲିକେଶସନ ନିର୍ଦ୍ଦେଶକ – (ହେଲେ) କାରାଗର ଡିଜି ୨) ଏସ୍.ଏମ୍ ନରଭାନେ – (ଥିଲେ) ଓଏସ୍ଡି ଘରୋଇ ବିଭାଗ – (ହେଲେ) ସରକାରୀ ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ ୩) ବିନୟତୋଷ ମିଶ୍ର -(ଥିଲେ) ଏସ୍ଆର୍ବି ନିର୍ଦ୍ଦେଶକ – (ହେଲେ) ଏଡିଜି କ୍ରାଇମ୍ବ୍ରାଞ୍ଚ ୪)ଆର୍.ପି କୋଚେ – (ଥିଲେ) ଅତିରିକ୍ତ ଡିଜି ଏସ୍ଏପି – (ହେଲେ) ଗୁଇନ୍ଦା ନିର୍ଦ୍ଦେଶକ ୫) ସଞ୍ଜୀପ ପଣ୍ଡା – (ଥିଲେ) ଦ୍ୱେିତ ନଗରି ପୋଲିସ କମିଶନର – (ହେଲେ) ଏଡିଝି ତାଲିମ ଓ ବିପିଏସ୍ପିଏ ନିର୍ଦ୍ଦେଶକ ୬) ରାଧାକ୍ରୀଷ୍ଣ ଶର୍ମା – (ଥିଲେ) ଅତିରିକ୍ତ ଡିଜି ପୋଲିସ – (ହେଲେ) ଘରୋଇ ବିଭାଗ ସ୍ୱତନ୍ତ୍ର ସଚିବ ୭) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ – (ଥିଲେ) ଗୁଇନ୍ଦା ନିଦ୍ଦେଶକ – (ହେଲେ) ଏଡିଜିପି ଆଧୁନିକକରଣ ୮) ଡ. ସନ୍ତୋଷ ବାଲା – (ଥିଲେ) ଘରୋଇ ବିଭଗାର ସ୍ୱତନ୍ତ୍ର ସଚିବ – (ହେଲେ) ଏସ୍ଇଆର୍ବି ଓ ଏସ୍ଏଫ୍ଏସ୍ଏଲ୍ ନିର୍ଦ୍ଦେଶକ ୯) ଅରୁଣ ବୋଥ୍ରା – ଥିଲେ) କ୍ରାଇମବ୍ରାଞ୍ଚ ଏଡିଜି – (ହେଲେ) ଏଡିଜିପି ଇଷ୍ଟକୋଷ୍ଟ ରେଲୱେ ଓ ଉପକୂଳ ସୁରକ୍ଷା ୧୦) ଡ. ସୁରେଶ ଦେବ ଦତ ସିଂ – (ଥିଲେ) ଆଡିସନାଲ ଡିଜି ପୋଲିସ ଅପରସେନ୍ – (ହେଲେ) ଦ୍ୱୈତନଗରୀ ପୋଲିସ କମିଶନର ୧୧) ଦୟାଲ ଗଙ୍ଗୱା – (ଥିଲେ) ଅତିରିକ୍ତ ଡିଜି ଆଧୁନିକରଣ – (ହେଲେ) ଏଡିଜିପି ହେଡ୍କ୍ୱାଟର ୧୨) ରାଜେସ କୁମାର – (ଥିଲେ) ଏହିଜିପିୀ ରେଳବାଇ ଓ ଉପକୂଳ ସୁରକ୍ଷା – (ହେଲେ) ଏଡିଜିପି ଏସ୍ଏପି ୧୩) ଏସ୍ ସାଇନ୍ – (ଥିଲେ) ଆଇଜି ବିପିଏସ୍ପିଏ – (ହେଲେ) ଆଇଝଇ ସିଏ ଡବ୍ଲୁ ଓ ସି ଡବ୍ଲୁ ୧୪) ସଞ୍ଜୟ କୁମାର କୌଶଲ – (ଥିଲେ) ଆଇଜି ପୋଲିସ ସିଆର୍ – (ହେଲେ) ଭିଜିଲାନ୍ସ ଆଇଜି ୧୫) ଡ. ଦୀପକ କୁମାର -(ଥିଲେ) ଆଇଜି ବାଲେଶ୍ୱର -(ହେଲେ) ଆଇଜି ଅଗ୍ନିାମ ସେବା ଓ ହୋମଗାର୍ଡ ୧୬) ଜୟନାରାୟଣ ପଙ୍କଜ – (ଥିଲେ) ଆଇଜି ବ୍ରହ୍ମପୁର ରେଞ୍ଜ – (ହେଲେ) ଆଇଜି ଅପରେସନ୍ ୧୭) ଅନୁପ କୁମାର ସାହୁ – (ଥିଲେ) ଗୁଇନ୍ଦା ବିଭାଗ ଆଇଜି – (ହେଲେ) ଆଇଜି ତାଲିମ ଓ ବିପିଏସ୍ପିଏ ୧୮) ଅୟୁନାସ କୁମାର – (ଥିଲେ) ଏସ୍ପି ଖୋର୍ଦ୍ଧା – (ହେଲେ) ଡିଆଜି, ଏସ୍ଏପି ୧୯) ସାର୍ଥକ ଷଡ଼ଙ୍ଗା – (ଥିଲେ)ଏସ୍ପି ବ୍ରହ୍ମପୁର – (ହେଲେ) ଡିଆଜି ବ୍ରହ୍ମପୁର ୨୦) ନୀତୀଶ ଶେଖର – (ଥିଲେ)ଡିଆଜି ରାଉରକେଲା – (ହେଲେ) ଡିଆଜି କୋରାପୁଟ ରେଞ୍ଚ ୨୧) ଉମାଶଙ୍କର ଦାଶ – (ଥିଲେ) ଏସ୍ପି ଅନୁଗୋଳ – (ହେଲେ) ଅତିରିକ୍ତ ପୋଲିସ କମିଶସନର କମଟକ – ଭୁବନେଶ୍ୱର ୨୨) ପ୍ରକାଶ ଆର୍ – (ଥିଲେ) ଡିସିପି କଟକ – (ହେଲେ) ଡିଆଜି କ୍ରାଇମବ୍ରାଞ୍ଚ ୨୩) ସତ୍ୟଜିତ ନାୟକ – (ଥିଲେ) ଡିଆଇଜି ଏଚ୍ଆର୍ପିସି – (ହେଲେ) ଡିଆଇଜି ବାଲେଶ୍ୱର ରେଞ୍ଚ ୨୪) ଅଖିଳେଶଭର୍ ସିଂ – କେନ୍ଦ୍ରରୁ ଫେରିବା ପରେ ହେଲେ ଡିଆଜି ଅପରେସନ୍ ୨୫) ବ୍ରିଜେସ କୁମାର ରାଇ – (ଥିଲେ) ଏସ୍ପି ରାଉରକେଲା – (ହେଲେ) ଡିଆଜି ରାଉରକେଲଶ ରେଞ୍ଚ ୨୬) ଚରଣ ସିଂ ମୀନା – (ଥିଲେ) ଡିଆଇଜି କୋରାପୁଟ ରେଞ୍ଚ – (ହେଲେ) କେନ୍ଦ୍ରଞ୍ଚଳ ଡିଆଜି କଟକ ୨୭) ପାରୁର ଗୁପ୍ତା – କେନ୍ଦ୍ରରୁ ଫେରିବା ପରେ ହେଲେ ଡିଆଜି କମ୍ପ୍ୟୁଟର ୨୮) ପିନାକ ମିଶ୍ର୍ର – (ଥିଲେ) ଏସ୍ପି ପୁରୀ – (ହେଲେ) ଡିସିପି ଭୁବନେଶ୍ୱର ୨୯) ମାଧକର ସନ୍ଦିପ ସମ୍ପଦ – (ଥିଲେ) ଏସ୍ପି ଢ଼େଙ୍କାନାଳ – (ହେଲେ) ଏସ୍ପି ଭଦ୍ରକ ୩୦) ଅନୁପମା ଜାମେସ – (ଥିଲେ) ଏସ୍ପି ଦେବଗଡ଼ – (ହେଲେ) ଏସ୍ପି ଭିଜିଲାନ୍ସ ୩୧) ରାହୁଲ ପି.ଆର୍ – (ଥିଲେ) ଏସ୍ପି ଜଗତସିଂହପୁର -(ହେଲେ) ଏସ୍ପି ଭିଜିଲାନ୍ସ ୩୨) ଜଗମୋହନ ମୀନା – (ଥିଲେ) ଏସ୍ପିି ଗଞ୍ଜାମ – (ହେଲେ) ଡିସିପି କଟକ ୩୩) ଏଲ୍ ଦିବ୍ୟା ଭି – (ଥିଲେ) ଏସ୍ପି କଟକ – (ହେଲେ) ଏସ୍ପି ଭିଜିଲାନ୍ସ ୩୪) ପ୍ରତୀକ ସିଂହ – (ଥିଲେ) ଡିସିପି ଭୁବନେଶ୍ୱର – (ହେଲେ) କଟକ ଗ୍ରମାଞ୍ଚଳ ଏସ୍ପି ୩୫) ରାହୁଲ ଜୈନ୍ – (ଥିଲେ) ଏସ୍ପି ନୟାଗଡ଼ – (ହେଲେ) ଏସ୍ପି ଅନୁଗୋଳ ୩୬) ଡ. ଶ୍ରବଣା ବିବେକ ଏମ୍ – (ଥିଲେ) ଏସ୍ପି ଭିଜିଲାନ୍ସ – (ହେଲେ) ଏସ୍ପି ବ୍ରହ୍ମପୁର ୩୭) ଭିନିତ ଅଗ୍ରୱାଲ – (ଥିଲେ) ଏସ୍ପି ଯାଜପୁର – (ହେଲେ) ଏସ୍ପି ପୁରୀ ୩୮) ଭରୁଣ ଗୁଣ୍ଟୁପାଲୀ – (ଥିଲେ) ଭଦ୍ରକ ଏସ୍ପି – (ହେଲେ) ଏସ୍ପି ମୟୁରଭଞ୍ଜ ୩୯) ସାଗରୀକା ନାଥ – (ଥିଲେ) ଏସ୍ପି ବାଲେଶ୍ୱର – (ହେଲେ) ଏସ୍ପି ଖୋର୍ଦ୍ଧା ୪୦) ସ୍ୱାଥୀ ଏସ୍ କୁମାର – (ଥିଲେ) ଏସ୍ପି ଗଜପତି – (ହେଲେ) ଏସ୍ପି ରାୟଗଡ଼ା ୪୧) ଏସ୍ ଶୁଶ୍ରୀ – (ଥିଲେ) ଏସ୍ପି ମୟୁରଭଞ୍ଜ – (ହେଲେ) ଏସ୍ପି ନୟାଗଡ଼ ୪୨) ନିତେଶ ୱାଧ୍ୱାନୀ – (ଥିଲେ) ଏସ୍ପି ମାଲକାନଗରି – (ହେଲେ) ଏସ୍ପି ରାଉରକେଲା ୪୩) ରାଜ୍ ପ୍ରସାଦ – (ଥିଲେ) ଏସ୍ପି ବୌଦ୍ଧ- (ହେଲେ) ଏସ୍ପି ବାଲେଶ୍ୱର ୪୪) ନାଗରାଜ ଦେବରା କୋଣ୍ଡା -(ଥିଲେ) ଡିଆଇଜି ହେଡ୍କ୍ୱାଟର – (ହେଲେ) ଏସ୍ପି ବୌଦ୍ଧ ୪୫) ସୁବେନ୍ଦୁ କୁମାର ପାତ୍ର – (ଥିଲେ) ଏସ୍ପି କନ୍ଧମାଳ – (ହେଲେ) ଏସ୍ପି ଗଞ୍ଜାମ ୪୬) ଅଭିନାଭ ଶୋଙ୍କର – (ଥିଲେ) ଏସ୍ପି କେରାପୁଟ୍- (ହେଲେ) ଏସ୍ପି ଢ଼େଙ୍କାନାଳ ୪୭) ରୋହିତ ବର୍ମା – (ଥିଲେ) ଏସ୍ପି ନବରଙ୍ଗପୁର – (ହେଲେ) ଏସ୍ପି କୋରାପୁଟ ୪୮) ଏସ୍ପ୍ରତାବ ଶ୍ରୀମଲ – (ଥିଲେ) ଏସ୍ପି ସୋନପୁର – (ହେଲେ) ଏସ୍ପି ଯାଜପୁର ୪୯) ହରିଶ ବି.ସି – (ଥିଲେ) ଏସ୍ପି ରାୟଗଡ଼ା – (ହେଲେ) ଏସ୍ପି କନ୍ଧମାଳ ୫୦) ଅନୀଲ କୁମାର ମିଶ୍ର(ଓପିଏସ୍) -(ଥିଲେ) ଅତିରିକ୍ତ ଡିସିପି କଟକ-ଭୁବନେଶ୍ୱର – (ହେଲେ) ଏସ୍ପି ଦେବଗଡ଼. ୫୧) ରାମପ୍ରସାଦ ସାହୁ(ଓପିଏସି) – (ଥିଲେ) ପୋଲିସ ହେଡ୍କ୍ୱାଟର- (ହେଲେ) ଏସ୍ପି ସୋନପୁର ୫୨) ଭବାନୀଶଙ୍କର ଉଦ୍ଗାତା(ଓପିଏସି)- (ଥିଲେ) ଅତିରିକ୍ତ ଏସ୍ପି ଢ଼େଙ୍କାନାଳ -(ହେଲେ) ଏସ୍ପି ଜଗତସିଂହପୁର ୫୩) ମିହୀର ପଣ୍ଡା (ଓପିଏସି)- (ଥିଲେ) ଏସ୍ପି ହେଡ୍କ୍ୱାଟର- (ହେଲେ) ଏସ୍ପି ନବରଙ୍ଗପୁର ୫୪) ଜିତେନ୍ଦ୍ର କୁମାର ପଣ୍ଡା(ଓପିଏସି) – (ଥିଲେ)ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା -(ହେଲେ) ଏସ୍ପି ଗଜପତି Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026