୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ସଭା ଗୃହରେ ଶୁକ୍ରବାର ପୋଷଣ ମାସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ କୁ ବ୍ଲକ ଅଧ୍ୟକ୍ଷା ମମତା ପତ୍ର ଉଦ୍ଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ ଦେବକୀ ପଟେଲ, ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ବିଜୟ କୁମାର ରଣା, ସହ ସଂଯୋଜକ ଡମ୍ବରୁ ଧର ସାହୁ, ସୁପର ଭାଇଜର ପ୍ରତିମା ସ୍ୱାଇଁ, କୁନୀଲତା ମହାନ୍ତି, ସୁକାନ୍ତି ପୃଷ୍ଟି ଯୋଗଦେଇଥିଲେ l

