୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ଭରତ ନୋଡାଲ କୋରଡ଼ା ରେ କ୍ଲଷ୍ଟର ସି ଆର୍ ସି ସି ଶ୍ରୀନିବାସ ରଥ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ନିରୁପମା ପାତ୍ର ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ,ପଞ୍ଚାୟତ ହାଇସ୍କୁଲ୍ କୋରଡ଼ା ପ୍ରଧାନ ଶିକ୍ଷକ ଦୀପକ କୁମାର ଖଣ୍ଡୁଆଳ,ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ,

