୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଭାରତୀୟ ରେଲୱେ ଦ୍ୱାରା ୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ “ସ୍ଵଚ୍ଛତା ହିଁ ସେବା” ଅଭିଯାନ ପାଳନ କରାଯାଉଛି। ରେଳ ଷ୍ଟେସନ, ଟ୍ରେନ୍, ରେଳବାଇ ଆବାସିକ କଲୋନୀ ଏବଂ ଉତ୍ପାଦନ ୟୁନିଟ୍ ଇତ୍ୟାଦିରେ ସ୍ୱଚ୍ଛତା ଉପରେ ସ୍ୱେଚ୍ଛାସେବୀ ତଥା ସାମୂହିକ କାର୍ଯ୍ୟାନୁଷ୍ଠାନକୁ ମଜବୁତ କରିବା ପାଇଁ ନିଆଯାଇଥିବା ଏକ ସ୍ଵତନ୍ତ୍ର ପଦକ୍ଷେପ । ଚାଲିଥିବା “ସ୍ୱଚ୍ଛତା ହିଁ ସେବା” ଅଭିଯାନର ଏକ ଅଂଶ ଭାବରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଭୁବନେଶ୍ୱର, ପୁରୀ,

