୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୩ୟ ଦିନର ୧ମ ମ୍ୟାଚରେ ବୌଦ୍ଧ ଭଦ୍ରକକୁ ୩ – ୨ ଗୋଲରେ ପରାସ୍ତ ପରାସ୍ତ କରିଛି I ବୌଦ୍ଧ ପକ୍ଷରୁ ଜୀତେନ୍ଦ୍ର ଦେହୁରୀ ୨, ୧୨ ଓ ୭୯ ମିନିଟରେ ୩ ଟି ଗୋଲ ସ୍କୋର କରିଥିଲେ I ଭଦ୍ରକ ଦଳ ପକ୍ଷରୁ କିଶୋର ହେମ୍ବ୍ରମ ୮ ମିନିଟ ଓ ବିଜୟ କିସ୍କୁ ୫୪ ମିନିଟରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ I
