ଓଡ଼ିଶାରେ ୯,୦୮,୫୦୮ଟି ନମୁନା ପରୀକ୍ଷା କରାଯାଇଛି,୬୦,୦୫୦ଜଣ ପଜିଟିଭ୍‌ ଚିହ୍ନଟ,୪୦,୭୨୬ ଜଣ ସଂପୂର୍ଣ୍ଣ ସୁସ୍ଥ,୩୪୩ ଜଣ ରୋଗୀଙ୍କର ମୃତ୍ୟୁ ।

CREATOR: gd-jpeg v1.0 (using IJG JPEG v62), quality = 75

ଓଡିଶା ତାଜା ନ୍ୟୁଜ୍ (୧୬ ଅଗଷ୍ଟ ରବିବାର) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୯,୦୮,୫୦୮ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦,୦୫୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

୪୦,୭୨୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ( ଆଜିର ସୁସ୍ଥ ସଂଖ୍ୟା – ୧୫୫୦) ୩୪୩ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୭,୩୭୮ ରହିଛି । ୧୮,୯୨୮ ଜଣ ହସ୍‌ ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version