୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ନର୍ସିଂ କର୍ମଚାରୀଙ୍କ ଧାରଣା ଦ୍ୱିତୀୟ ଦିନରେ ପହଂଚିଥିବା ବେଳେ ଆଜି ସଂଧ୍ୟାସୁଦ୍ଧା ରାଜ୍ୟ ସରକାର 10ଦଫା ଦାବିକୁ ଯଦି କାର୍ଯ୍ୟକାରୀ ନ କରନ୍ତି ତେବେ ସମୁହଁ କର୍ମଚାରୀ ଆସନ୍ତା କାଲି ଠାରୁ କାର୍ଯ୍ୟାବନ୍ଦ ଆନ୍ଦୋଳନ କରିବାକୁ ଥିବା ବେଳେ
