ଖାଲ ଖମ୍ମା ରାସ୍ତା ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷାକର୍ମୀ ଙ୍କ ଗାଡି ଧକ୍କାରେ ସ୍କୁଲ ଛାତ୍ରୀ ଆହତ : ଉପ ମୁଖ୍ୟମନ୍ତ୍ରୀ ଙ୍କ ଏସକର୍ଟ ଗାଡି ଧକ୍କାରେ ଛାତ୍ରୀ ଆହତ
ଆଜି କା ଦିନରେ ଯଦି ରାସ୍ତା ଘାଟ ଆଦି ସ୍ଥାନ ଗୁଡିକ ସବୁ ଭଲ ଥାନ୍ତା ତେବେ ହୁଏତ ଉପ ମୁଖ୍ୟମନ୍ତ୍ରୀ ଙ୍କ ଏସ କଟ ଗାଡି ଟି ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଇନଥାନ୍ତା l ଆଗାମୀ ଦିନ ରେ ଯଦି ଖାଲ ଖମ୍ମା ରାସ୍ତା ଗୁଡିକ ର ନବୀକରଣ କରାନଗଲେ ତେବେ ଏମିତି ଦୃଘଟଣା କ୍ରମଶଃ ବୃଦ୍ଧି ପାଉଥିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l
Related Content
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି
by
Proprietor Abhimanyu Maharana
June 22, 2026
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ - କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?
by
Proprietor Abhimanyu Maharana
June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ
by
Proprietor Abhimanyu Maharana
June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
by
Proprietor Abhimanyu Maharana
June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ
by
Proprietor Abhimanyu Maharana
June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ
by
Proprietor Abhimanyu Maharana
June 22, 2026