
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଫିସ ଠାରେ ଆଜି ବ୍ଲକ୍ ସ୍ତରୀୟ ଉପକରଣ ବିତରଣ ମେଳା ଅନୁଷ୍ଠିତ ହୋଇ ଯାଇଛି। ରାୟଗଡ଼ ବ୍ଲକ ବିଡିଓ ଶ୍ରୀ ସୁଧୀର କୁମାର ସିଂ DSSO ଶ୍ରୀ ସନ୍ତୋଷ କୁମାର ନାୟକ ,BSSO ନାମିତା ଚାନ୍ଦ ନାୟକ, ଏବଂ ସମସ୍ତ ସରପଞ୍ଚ ଓ ବ୍ଲକ୍ କର୍ମ ଚାରି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି ଅବସରରେ ପ୍ରାୟ 38 ଜଣ ଭିନ୍ନ କ୍ଷମ ହିତାଧିକାରୀଙ୍କୁ 50 ଗୋଟି ଉପକରଣ ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରୁ

