ଶ୍ରମ କୋର୍ଡ଼କୁ ବାତିଲ ଦାବେି ର କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ପାଳିତ

୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭବୁନେଶ୍ୱର :-> କେନ୍ଦ୍ର ସରକାରଙ୍କୁକେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବାରମ୍ବାର ଶ୍ରମ କୋର୍ଡ଼କୁ ବାତିଲ କରିବା ଲାଗି ଦାବି ଜଣାଉଥିଲେ ସୁଧାକେନ୍ଦ୍ର ସରକାର ଶ୍ରମ କୋର୍ଡ଼କୁ ଲାଗୁ ଲାଗି ଉଦ୍ୟମ ଜାରି ରଖôବ । ଏକ ନିନ୍ଦନୀୟ ଘଟଣା । ଏଠାରେ ଉଲ୍ଲେଖଥାଉକି ମୋଦୀ ସରକାର ୨୦୨୦ ସେପ୍ଟେମ୍ବର ୨୨ରେ ଶ୍ରମ କୋର୍ଡ଼କୁ ସଂସଦରେ କୌଣସି ଚର୍ଚ୍ଚା ନ କରି କୋର୍ଡ଼ର କିଛି ଅଂଶକୁ ପାସ୍ କରିଥିବାରୁ ତାହାକୁ ନିନ୍ଦା କରିବା ସହିତ ୨୦୨୪ ସେପ୍ଟେମ୍ବର ୨୩ କୁ କଳା ଦବି ସ ଭାବେ ପାଳନ କରିବା ଲାଗି ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ସମୂହ ପକ୍ଷରୁ ଭୁବନେଶ୍ୱର ରାଜମହଲ ଛକ ଠାରୁ ଏକ ବିଶାଳ ପଟୁଆର ବାହାରି ଗାନ୍ଧୀମାର୍ଗ ଠାରେ ପହଂଚିଲା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃବର୍ଗ ମୋଦୀ ସରକାର ଶ୍ରମିକ ମାରଣ ନୀତିକୁ ଦୃଢ଼ ଭାବରେ ନିନ୍ଦା କରିବା ସହ ମାଲିକମାନଙ୍କ ସପକ୍ଷରେ ଶମ୍ର କୋର୍ଡ଼ ଆଣି ଶ୍ରମିକମାନଙ୍କୁ ପୁଣି ଥରେ ଗୋଲାମି ସଭ୍ୟତା ଭତି ରକୁ ଠେଲି ଦେବା ଲାଗି ଯେଉଁ ଚେଷ୍ଟା କରୁଛନ୍ତି ତାହା ବନ୍ଦ ନ କଲେ ଆଗାମୀ ଦିନରେ ଶ୍ରମଜୀବିଙ୍କ ଜନଗଣଙ୍କ ଆନ୍ଦୋଳନକୁ ତୀବ୍ର କରାଯବି ବୋଲି ଆହ୍ୱାନ ଦେଇଛନ୍ତି ।

ଏପରିକି ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଶ୍ରମିକ ଛଟେଇ, ଠିକା ଶ୍ରମିକ ନଯି ୁକ୍ତି ଓ କଳକାରଖାନାରେ ମାଲିକମାନଙ୍କ ଦମନ ନତି ି ବଢ଼ି ଯାଇଛନ୍ତି ବୋଲି ଶ୍ରମିକ ନେତାମାନେ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ମୋହନ ସରକାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ସହିତ ରାଜ୍ୟର ଶ୍ରମ ନିତି ଉପରେ କୌଣସି ପ୍ରକାର ଆଲୋଚନା ପାଇଁ ପସ୍ତ୍ର ୁତ ନାହାନ୍ତି ବୋଲି ବକ୍ତାମାନେ ଏହି ସଭାରେ ତାଙ୍କର ବକ୍ତବ୍ୟ ରଖିଛନ୍ତି । ଏହି ସଭାରେ ଏଆଇସିସିଟିୟୁର ସାଧାରଣ ସଂପାଦକ ମହେନ୍ଦ୍ର ପରିଡ଼ାଙ୍କ ସଭାପତିତ୍ୱରେ ପରିଚାଳନା କରାଯାଇଥôଲ । । ଏଥେô ର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ,ଓଡ଼ିଶା ଶାଖାର ସଭାପତି ଡ. ରାମଚନ୍ଦ୍ର ଖୁଂଟଅି ।,

ଏଆଇଟିୟୁସିର ସଭାପତି ଅଶୋକ ଦାସ, ଏଚ୍‌ଏମ୍‌ଏସ୍‌ର ସମ୍ପାଦକ ଭବୁ ନାନନ୍ଦ ମହାପାତ୍ର, ସିଆଇଟୟି ୁର ସଭାପତି ଜନର୍ଦ୍ଦାନ ପତି, ଏଆଇୟୁଟିୟସୁ ିର ସାଧାରଣ ସମ୍ପାଦକ ଜୟସେନ ମେହେର, ଏଆଇସିସିଟିୟୁରସ ସଭାପତି ରାଧାକାନ୍ତ ସେଠୀ ଓ ଟିୟୁସିସିର ସଭାପତି ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ବକ୍ତବ୍ୟ କରିଥିଲେ । ବେଳେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ସତ୍ୟବ୍ରତ ନାୟକ, ଏଆଇଟିୟୁସିର ବିଜୟ ଜେନା, ସୁର ଜେନା, ସ.ି ଆଇଟୟି ରୁ ସଂପାଦକ-ପଦ୍ର ୀପ୍ତ ନାୟକ, ସାଧାରଣ ସଂପାଦକ-  ରମେଶ ଜେନା, ଏଆଇୟଟୁ ୟି ସୁ ରି ନିରଞ୍ଜନ ମହାନ୍ତି, ଏଆଇସସି ିଟିୟୁର ଉପସିଭାପତି ବଂଶିଧର ପରିଡ଼ା, ସଂପାଦକ ମାନସ ରଞ୍ଜନ ପ୍ରଧାନ, ଟିୟସୁ ିସିର ନେତ୍ରୀ ଲକ୍ଷ୍ମୀ ଦୋରା ପ୍ରମୁଖ ନେତୃତ୍ୱ ନେଇ ଶୋଭାଯାତ୍ରାକୁ ପରିଚାଳନା କରିବା ସହିତ ଆଗାମୀ ଦିନରେ ଶ୍ରମିକ ଆନ୍ଦୋଳନକୁ ଓଡ଼ିଶାରେ ଜୋରଦାର କରିବା ଲାଗି ଆହ୍ୱାନ ଦେଇଥିଲେ । ଏଠି ଉଲ୍ଲେଖଥାଉକି ଏହି କଳାଦିବସରେ ପାଚିକା, ଆଶା, ଏମ୍‌.ଡ଼ି.ଏମ୍‌. କର୍ମୀ, ସଫେଇ କର୍ମଚାରୀ, ଅଟୋ ସଂଘ, ସବୁଜ ପତ୍ରିକା ସଂଘ, ଠିକା ଶ୍ରମିକ ଓ ଘରୋଇ ମହଳି । ସଂଘ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ ।

Exit mobile version