୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ସ୍ବଛଭାରତ ଗ୍ରାମୀଣ ଆନୁକୂଲ୍ୟରେ ଆଜି ଡାବାରାଗୁଡା ଗ୍ରାମପଞ୍ଚାୟତ ସୈଜନ୍ୟତାରେ ଡାବାରାଗୁଡା ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ ସ୍ବଚ୍ଚତା ହିଁ ସେବା କାର୍ଯ୍ୟକ୍ରମ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଯିଖରିୟ ରଇଡ, ପିଇଓ ଶଶାଙ୍କ ସେଖର ସୁବୁଦ୍ଧି ନେତୃତ୍ବରେ ସମସ୍ତ ସହଯୋଗୀ ଓ୍ବାର୍ଡ ସଭ୍ୟ/ସଭ୍ୟା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, CRPCM ଏବଂ SHG ମାଆ ମାନେ ଯୋଗ ଦେଇଥିଲେ ।

