୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ଭୋର ୪ଟା ସମୟରେ ଛତିସଗଡ, ଭାତପଡ଼ା ରାୟପୁରରୁ କୋଣାର୍କ ଅଭିମୁଖେ ଆସୁଥିବା ଏକ ଡାଲି ବୋଝେଇ ଟାଟାର ଓଡି ୪୩ ପି ୩୬୪୭ ନମ୍ୱର ଟ୍ରକଟି ଫୁଲନଖରା – ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥର ଅପୂଜା ଛକ ନିକଟବର୍ତ୍ତି ରାମଚଣ୍ଡୀ ଢ଼ାବା ଠାରେ ହଟାତ ଜଳିବାକୁ ଲାଗିଥିଲା । ସ୍ଥାନୀୟ ଲୋକେ ଟ୍ରକଟି ଜଳୁଥିବାର ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ,

