୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟର ପ୍ରମୁଖ ପର୍ବ ଦୁର୍ଗା ପୂଜାକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ଏ ଅବସରରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସିଭର ଚେନ୍ ବାନ୍ଧି ଘଣ୍ଡାର ପରମ୍ପରା, ସୁନ୍ଦରତା ଏବଂ ସୂକ୍ଷ୍ମ କାରିଗରୀର ଭାବକୁ ପରିପ୍ରକାଶ କରୁଥିବା ଇଲେକ୍ସନଗୁଡ଼ିକ ସହ ପୂଜା ସେଲିବେଶନରେ ସାମିଲ ହୋଇଛି। ଏଭଳି ସ୍ବତନ୍ତ୍ର ମୁହୂର୍ତ୍ତଗୁଡ଼ିକର ଆନନ୍ଦକୁ ବଢ଼ାଇବା ପାଇଁ ଚାହିଁ ଭଣ୍ଡାର ରୂପାର ଉପଯୁକ୍ତ ବର୍ଷ ପ୍ରଦାନ କରିଥାଏ ।

ସ୍କୋର ପକ୍ଷରୁ ପ୍ରସ୍ତୁତ ଅର୍ଯ୍ୟ କଲେକ୍ସନରେ ଅକ୍ତିଡାଇକ ରହଣର ବ୍ୟାପକ ରେଞ୍ଜ ରହିଛି । ୯୨.୫% ଷ୍ଟଲିଂ ସମ୍ଭରରେ ଅତି ସୂକ୍ଷ୍ମ ଭାବେ ପ୍ରସ୍ତୁତ ଏହି ଗହଣାରେ ଅତ୍ୟନ୍ତ ନମନ୍ଦିର କଲର ଷ୍ଟୋନ୍ ବ୍ୟବହାର ହୋଇଛି। ଉଭୟ ଉତ୍ସବ ଏବଂ ନିତିଦିନିଆ ବ୍ୟବହାର ପାଇଁ ଏହି ଗହଣାଗୁଡ଼ିକ ଉପଯୁକ୍ତ । ଏହି କାଳଜୟା ଗହଣା ପିଗୁଡ଼ିକ ଯେକୌଣସି ପୂଜା ସେଲିବ୍ରେଶନ୍ରେ ଭାବଣ୍ୟ ଏବଂ ଅଧୁନିକତା ଯୋଡ଼ିବ।
ପୁରୁଷଙ୍କ ପାଇଁ ଚାନ୍ଦି ଭଣ୍ଡାର ଆଣିଛି ଆମୋଘ କଲେକ୍ନ । କିର୍କନ୍ ଷ୍ଟୋନ୍ ସହିତ ୯୨.୫% ଷ୍ଟଳି ସଲ୍ଭରରେ ଅତି ଯତ୍ନର ସହ ପ୍ରସ୍ତୁତ ଏହି ଗହଣା ଷ୍ଟାଇଲିସ୍ ଲୁକ୍ ପ୍ରଦାନ କରୁଛି। ଦୁର୍ଗା ପୂଜା ସେଲିବ୍ରେଶନ୍ରେ ଏ କଲେକ୍ସନ, ଉପଯୁକ୍ତ ବିକଳ୍ପ ହେବ ଏହାସହିତ ନିତିଦିନିଆ ବ୍ୟବହାର ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ । ପରମ୍ପରା ଏବଂ ଆଧୁନିକତାର ମିଶ୍ରଣ ହେଉଛି ଏ କଲେକ୍ସନ ।
ଏହି ପୂଜା ଋତୁ ସେଲିବ୍ରେଶନ ପାଇଁ ଚାଦି ଭଣ୍ଡାର ଆଣିଛି ସ୍ବଳର ଅଫର । ଗ୍ରାହକ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଗଢ଼ା ମହୁରିରେ ଫୁଟ୍ ୩୦% ସିହାରି ପାଇବେ । ଏଥିସହିତ ଆକର୍ଷଣୀୟ ମୁଲ୍ୟରେ ନିଜ ମନ ପସନ୍ଦର ରୂପ ଗହଣା କିଣିବାର ସୁଯୋଗ ପାଇକେ ଗ୍ରାହକ ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ଚାଦି ଭଣ୍ଡାର ବ୍ରାଣ୍ଡ୍ ଆମ୍ବାସାଡର ଶିବାନୀ ସଙ୍ଗୀତାଙ୍କୁ ନେଇ ଏକ ସ୍ବତନ୍ତ୍ର ଦୁର୍ଗା ପୂଜା ବିଜ୍ଞାପନ ଗ୍ୟାମ୍ପେନ ଉନ୍ମୋଚନ କରୁଛି ।
ପୂଜା ଋତୁରେ କିପରି ଉପହାର ବିନିମୟ କରାଯାଇଥାଏ ଏବଂ ପ୍ରତ୍ୟେକ ସେଲିବେଶନ୍କୁ ସ୍ବତନ୍ତ୍ର କରିବାରେ କିପରି ରଙ୍କି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତାହାକୁ ଏହି ବିଜ୍ଞାପନରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି। ଚାବି ଲଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କୁହତି, ଏହି କ୍ୟାମ୍ପେନ ସହିତ ଆମେ ଉକ୍ତ ଆନନ୍ଦ ଏବଂ ଉତ୍ସାହକୁ ଦର୍ଶାଇବାକୁ ଲକ୍ଷ୍ୟ ରଖିଛୁ, ଯାହାକି ଚାନ୍ଦି ଭଣ୍ଡାରର ସିଲ୍ଵର କଲେକ୍ସନଗୁଡ଼ିକ ଦୁର୍ଗା ପୂଜାରେ ପ୍ରତି ଘରେ ପ୍ରସାରିତ କରିଥାନ୍ତି ଏବଂ ପ୍ରତ୍ୟେକ ଅବସରକୁ ଅର୍ଥପୂର୍ଣ୍ଣ କରିଥାନ୍ତି।
ଉତ୍ସବର ପ୍ରକୃତ ଜୋଶ୍କୁ ପ୍ରତିପାଦନ କରି ଆମେ ଆମର ଉପସ୍ଥିତି ବଢ଼ାଉଛୁ। ଅକ୍ଟୋବର ୧ରେ ବାରିପଦା ଏବଂ ଭଦ୍ରଳରେ ଦୁଇଟି ନୂଆ ଷ୍ଟୋର ଖୋଲିବ ନାନ୍ଦି ଭଣ୍ଡାର । ଏହା ଦ୍ଵାରା ଓଡ଼ିଶାର ବୃହତ୍ ସଂଖ୍ୟକ ଗ୍ରାହକ ଅତ୍ୟନ୍ତ ଭଲମମାଳର ରୂପା ଗହଣା କଲେକ୍ସନର ଅନୁଭୂତି ନେଇପାରିବେ। ଏହି ଋତୁର ଶୋଭାକୁ ପ୍ରତିଫଳିତ କରୁଥିବା କଲେକ୍ସନକୁ ପ୍ରଦାନ କରି ଆମେ ଆମ ଗ୍ରାହକଙ୍କ ସହ ଦୁର୍ଗା ପୂଜା ପାଳନ କରି ଅତ୍ୟନ୍ତ ଆନଦିତ।
ଆମର ଆର୍ଯ୍ୟ ଏବଂ ଆମୋଗ କଲେଜ୍ନ ଓ ଆକର୍ଷଣୀୟ ପୂଜା ଅଫର ସହିତ ଏହି ଦୁର୍ଗା ପୂଜା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହେବ ବୋଲି ଆମେ ଆଶାବାଦୀ । ସୂଚନାଯୋଗ୍ୟ, ଚାଦି ଭଣ୍ଡାର ରାଜ୍ୟର ଏକ ଏକ୍ସକୁସିଭ ରୂପା ଚେନ୍ ଷ୍ଟୋଗ । ୨୦୧୩ରେ ଏକ ସ୍ବତନ୍ତ୍ର ସିଲଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୧୭ରେ ପହଞ୍ଚିଛି ।
ଭୁବନେଶ୍ୱରର ସହିଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର, ରସୁଲଗଡ଼ ଓ ନୟାପଲ୍ଲୀ, କଟକର କ୍ୟାଣ୍ଟନ୍ମେଣ୍ଟ ରୋତ୍ର ଏବଂ ସିଡିଏ, ରାଇରକେଲା, ଅନୁଗୁଳ, ଯାଜପୁର, ବ୍ରହ୍ମପୁର, ବାଲେଶ୍ଵର, ଢେଙ୍କାଳାଳ, ତାଳଚେର, ଭଦ୍ରକ ଏବଂ କରିପଦାରେ ଏହାର ଷ୍ଟୋର ରହିଛି ।