୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର . ଉଦୟଗିରି :-> ରବିବାର ଦିନ ରା. ଉଦୟଗିରି ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ବରିଷ୍ଟ ଏଜେଣ୍ଟ ସଭାପତିତ୍ୱ କରିଥିଲେ | ଏହି ଶିବିରରେ ପ୍ରାୟ ଅଧିକାଂଶ ଲୋକ ଯୋଗ ଦେଇଥିଲେ | ମୁଖ୍ୟ ଅତିଥି ସାଇବର ଫ୍ରଡ଼ ଉପରେ ବିଶେଷ ଆଲୋକପାତ କରିଥିଲେ |

