୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ରାମଚଣ୍ଡୀ ଥାନା ଅଧିନସ୍ଥ ବାଲିକପିଳେଶ୍ବର ମେଡିକାଲ ଠାରେ କୋଣାର୍କ ବନବିଭାଗ ପକ୍ଷରୁ ବାଲିକପିଳେଶ୍ବର ବନ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟି ଓ ସଭାପତି ନିର୍ବାଚନ ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ମାଧ୍ୟମରେ କରା ଯାଇଛି ସଭାପତି ଭାବେ ପୁଣିଥରେ ଗୋପାଳଚନ୍ଦ୍ର ବେହେରାଙ୍କୁ ମନୋନୟନ କରାଜାଇଛି । କୋଣାର୍କ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

