Home ଓଡ଼ିଶା ତରକୋର ଗ୍ରାମ ପଞ୍ଚାୟତ ସ୍ୱୋଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାମଚଣ୍ଡୀ/କୋଣାର୍କ :-> ପୁରୀ ବେଳାମାର୍ଗ ରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ଵର ମନ୍ଦୀର ବାହାର ବେଢ଼ା ଚତୃପାଶୋ ତରୋକର ପଞ୍ଚାୟତ ତରଫରୁ ସ୍ୱୋଛତା ହିଁ ସେବା ବାର୍ତ୍ତା ନେ଼ଇ ସଫେଇ କରାଯାଇଛି । ସରପଞ୍ଚ ସୁଶାନ୍ତ ପରିଡାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଏଥିରେ ଯୋଗ ଦେଇଥିଲେ ଅଙ୍ଗନୱାଡ଼ି ୱର୍କାର, ଆଶା କର୍ମୀ ,ଏସେଜି, ଏସି ମେମ୍ବର, ମହିଳା ଗୋଷ୍ଟିର ସଭାପତି , ସେକ୍ରେଟାରୀ, ସିଆରର୍ପି, ଏମ୍ବିକେ, ଓ ସତାଦ୍ଧିକ ମହିଳା ମାନେ ଯୋଗ ଦେଇଥିଲେ ପରି ଶେଷରେ ଔଷଧୀୟ ବୃକ୍ଷ ଲଗା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରତ୍ନାକର ପ୍ରଧାନ, ଶରତଚନ୍ଦ୍ର ବେଜ, ଏଲିନା ସେଠୀ, ଶଶିଲତା ମଲ୍ଲିକ, ସମାଜ ସେବୀ ବ୍ରହ୍ମନଦ ସେନାପତି, ଶରତ କାଣ୍ଡିଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026