୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ପୋଲିସ ଥାନା ପରିସରରେ ପୋଲିସ ବିଭାଗ, ଜିଲ୍ଲା ପ୍ରଶାସନ, ଏଡ ଏଟ ଆକ୍ସନ ଓ ୟୁନିସେଫ ର ମିଳିତ ଉଦ୍ୟମ ରେ ଦାଦନ ସମସ୍ୟା ନିରାକରଣ ଉପରେ ସଚେତନତା ଶିବିର ସୋମବାର ଆୟୋଜିତ ହୋଇଥିଲା। ଏହି ଅବସରରେ ଏଡ୍ ଏଟ୍ ଆକ୍ସନ ର ଆଞ୍ଚଳିକ ସଂଯୋଜକ ସରୋଜ କୁମାର ବାରିକ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲାପାଳ ଗୌରବ ଶିବାଜୀ ଇସଲ୍ଵାର, ସମ୍ମାନିତ ଅତିଥି ରୂପେ ବଲାଙ୍ଗୀର ସହ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର, ୟୁନିସେଫ ରାଜ୍ୟ ପ୍ରତିନିଧି ନେହା ସିଂହ, ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା,
