୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବଡଦାଣ୍ଡସ୍ଥ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଶ୍ରୀଧାମ କଲଚରାଲ ଏକାଡେମୀ ଓ ରୁଦ୍ରାଣୀ ପ୍ରଡକ୍ସନ ପକ୍ଷରୁ ସୁନ୍ଦର ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା l ଡାନ୍ସ ପୁରୀ ଡାନ୍ସ, ଚିତ୍ରାଙ୍କନ, ଭଏସ ଅଫ ପୁରୀ ଓ ଗୃହିଣୀ ନଂ ୧ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତା କୁ ମାନ୍ୟବର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଶୁଭ ଉଦଘାଟନ କରିଥିଲେ l

