ନୃସଂଶତାର ସବୁ ସୀମା ଟପିଗଲେ; ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର ପରେ ଜିଭ କାଟି ନିର୍ମମ ହତ୍ୟା

ଓଡିଶା ତାଜା ନ୍ୟୁଜ୍ (୧୬ ଅଗଷ୍ଟ ରବିବାର) ଉତ୍ତରପ୍ରଦେଶ :- ଉତ୍ତରପ୍ରଦେଶର ଲକ୍ଷୀମପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ନାବାଳିକାଙ୍କ ମୃତଦେହ ମିଳିବା ପରେ ଏହି ଲୋମଟାଙ୍କୁରା ଘଟଣା ପଦାକୁ ଆସିଛି। ଦୁର୍ବୃତ୍ତମାନେ କେବଳ ଗଣବଳାତ୍କାର କରିନାହାନ୍ତି, ନୃସଂଶତାର ସବୁ ସୀମା ଟପିଯାଇ ନାବଳିକାଙ୍କ ୨ଟି ଆଖି ନଷ୍ଟ କରିଦେବା ସହିତ ତାଙ୍କ ତଣ୍ଟିରେ ପଟା ପକାଇ ଘୋଷାରିଛନ୍ତି ଏବଂ ଜିଭକୁ ବି କାଟି ଦେଇଛନ୍ତି। ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି

Exit mobile version