୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଉମାମହେଶ୍ୱର୍ ବଣିକ ସଂଘ ର ସଦସ୍ୟ ଙ୍କ ତରଫ ରୁ ଏକ ଜନସେବା କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି ଉକ୍ତ କାର୍ଯକ୍ରମ ରେ ସୁଦୂର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟ ମାଉଣ୍ଟ ଆବୁ ରାଜସ୍ଥାନ ରୁ ଚିକିତ୍ସକ ଭାବେ ଡାକ୍ତର ନରେଶ ଅଗ୍ରୱାଲ ଙ୍କ ଦିର୍ଘ୍ 4 ଘଣ୍ଟା ଧରି ମନୁଷ୍ୟ ଶରୀର ର ବିଭିନ୍ନ ରୋଗ ର ଉତ୍ପତ୍ତି ଏବଂ ଏହାର ମୂଳ ରୁ ନିରାକରଣ ପାଇଁ ପ୍ରକୃତି କିଭଳି ସମସ୍ତ ଔଷଧ ଦେଈ ସାରିଛି ।

