
୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ପ୍ରଗତିର ନୂତନ ସୂର୍ଯ୍ୟାଦୟ 2036 ସୁଦ୍ଧା ହେବ ବିକଶିତ ଓଡିଶା ର ଅଭିୟୁଦୟ l 100 ଦିନର ବିକାଶର କାହାଣୀ ଦେଖିଲା କନ୍ଧମାଳ ବାସି l ଫୁଲବାଣୀ କରୋନେସନ ପଡିଆ ଠାରେ ବିରାଟ ବିକାଶ ମେଳାରେ ସଭାର ଆୟୋଜନ କରାଯାଇଛି l ଜିଲ୍ଲାର ପାଞ୍ଚ ହାଜ଼ାର ରୂ ଉର୍ଦ୍ଧ ପୁରୁଷ ଓ ମହିଳା ଏହି କାର୍ଯ୍ୟକର୍ମ ରେ ଯୋଗଦେଇଛନ୍ତି l

